ରାଜଧାନୀରେ କୋଭିଡ୍‌ ଚିକିତ୍ସାର ବିକଳ ଚିତ୍ର: ଅଧାବାଟରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ

୫ ଘଣ୍ଟା ରାସ୍ତାରେ ପଡ଼ି ରହିଲେ,ରୋଗକଷ୍ଟ ସହ ଖରା ଓ ଭୋକରେ ଛଟପଟ ହେଲେ ଭୁବନେଶ୍ବର : ଅଣନିଶ୍ବାସୀ ହୋଇ ପଡ଼ୁଥିଲେ, ଚାଲିବାକୁ ବି ବଳ ନଥିଲା। ଏଭଳି ସ୍ଥିତିରେ ଜଣେ କୋଭିଡ୍‌ ଆକ୍ରାନ୍ତଙ୍କୁ ଡାକ୍ତରଖାନା ନେବା ବଦଳରେ ଅଧା ବାଟରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ। ରୋଗୀଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ଭୋକ, ଶୋଷରେ ରାସ୍ତା ଉପରେ ୫ ଘଣ୍ଟା ଧରି ପଡ଼ି ରହିଲେ। ସେହି ବାଟ ଦେଇ ଯାଉଥିବା … Continue reading ରାଜଧାନୀରେ କୋଭିଡ୍‌ ଚିକିତ୍ସାର ବିକଳ ଚିତ୍ର: ଅଧାବାଟରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ